ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ ଦୁଃଖଦ ଘଟଣା: ସରକାର ଓ ପ୍ରଶାସନ ଉପରେ ଦାୟିତ୍ୱ ର ଛାୟା
ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର integrated bed course ର ଦ୍ଵିତୀୟ ବର୍ଷ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ମହାବିଦ୍ୟାଳୟ କର୍ତ୍ତୃପକ୍ଷ,ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ,ବିଭାଗୀୟ ମନ୍ତ୍ରୀ,ସ୍ଥାନୀୟ ଏମ ଏଲ ଏ ,ଏମ ପି ଓ ପୋଲିସ ପ୍ରଶାସନ ଙ୍କୁ ନିଜର କରୁଣ କାହାଣୀ/ସମସ୍ୟା ବାବଦରେ ଅବଗତ କରାଇ ତଥା ଉପଯୁକ୍ତ ନ୍ୟାୟ ନପାଇ ସମ୍ପୂର୍ଣ ନିରାଶ ହୋଇ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା କରିବା ଭଳି ଏକ ଜଘନ୍ୟ ବା…

